ଶବ୍ଦକୋଷ

ସାଧାରଣ

Old students are those who have completed a 10-day Vipassana Meditation course with S.N. Goenka or his Assistant Teachers. Old students have the opportunity to provide Dhamma Service at the courses listed.

All courses are run solely on a donation basis. All expenses are met by donations from those who, having completed a course and experienced the benefits of Vipassana, wish to give others the same opportunity. Neither the Teacher nor the assistant teachers receive remuneration; they and those who serve the courses volunteer their time. Thus Vipassana is offered free from commercialisation.

ଉଭୟ କେନ୍ଦ୍ର ଏବଂ ଅଣ-କେନ୍ଦ୍ର ସ୍ଥାନରେ ସାଧନା ପାଠ୍ୟକ୍ରମ ଅନୁଷ୍ଠିତ ହୁଏ | ସାଧନା କେନ୍ଦ୍ରଗୁଡ଼ିକ ଉତ୍ସର୍ଗୀକୃତ ସୁବିଧା ଯେଉଁଠାରେ ବର୍ଷସାରା ନିୟମିତ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଥାଏ | ଏହି ପରମ୍ପରାରେ ସାଧନା କେନ୍ଦ୍ର ପ୍ରତିଷ୍ଠା ହେବା ପୂର୍ବରୁ ସମସ୍ତ ପାଠ୍ୟକ୍ରମ ଅସ୍ଥାୟୀ ସ୍ଥାନ ଯଥା କ୍ୟାମ୍ପଗ୍ରାଉଣ୍ଡ, ଧାର୍ମିକ ପଂଚାୟତ କେନ୍ଦ୍ର, ଚର୍ଚ୍ଚ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ହୋଇଥିଲା | ଆଜି, ସେହି ଅଞ୍ଚଳରେ ଯେଉଁଠାରେ ଭିପାସାନାର ସ୍ଥାନୀୟ ଛାତ୍ରମାନଙ୍କ ଦ୍ centers ାରା କେନ୍ଦ୍ର ପ୍ରତିଷ୍ଠା କରାଯାଇ ନାହିଁ, ଅଣ-କେନ୍ଦ୍ର ପାଠ୍ୟକ୍ରମ ସାଇଟରେ 10 ଦିନ ସାଧନା ପାଠ୍ୟକ୍ରମ ଅନୁଷ୍ଠିତ ହୁଏ |


ପାଠ୍ୟକ୍ରମ ପ୍ରକାର

Old Student Short Courses (1-3 days) are for any student who has completed the 10-day course with S.N. Goenka and his assistant teachers. All old students are welcome to apply to attend these courses, including those where it has been some time since their last course.

10-day Courses ବିପାସନା ସାଧନା ପାଇଁ ଏକ ପରିଚୟ ଯୁକ୍ତ ଆରଂଭିକ ପାଠ୍ୟକ୍ରମ ଅଟେ । ଯେଉଁଠାରେ ପାଠ୍ୟକ୍ରମର କୌଶଳଟିକୁ ପ୍ରତି ଦିନ କିଛି କିଛି କୌଶଳଯୁକ୍ତ ପଦ୍ଧତ୍ତି ରେ ସିଖାଯାଇଥାଏ । ପାଠ୍ୟ କ୍ରମଟି ୨ ରୁ ୪ ଟା ମନ୍ଧ୍ୟରେ ପଞ୍ଜୀକୃତ ଅବଧି ଓ ଅଭ୍ଯାସ ପରେ ଆରମ୍ଭ ହୋଇଥାଏ । ଏହାପରେ ୧୦ ଦିବସ ସାଧନା ପାଇଁ ପ୍ରଯୁଜ୍ୟ ରଖା ଯାଇଥାଏ ଓ ୧୧ ଦିବସ ସକାଳ ୭.୩୦ ରେ ସମାପ୍ତ ହୋଇଥାଏ ।

10-day Executive Courses are an introductory course to Vipassana Meditation especially for business executives and government officials where the technique is taught step-by-step each day. For more information please visit the Executive course website. The courses begin after a 2-4 pm registration period and orientation, followed by 10 full days of meditation, and end the morning of the 11th day by 7:30am.

10-day Courses for Old Students have the same timetable and discipline as 10-day courses. These courses are open to serious old students who have completed at least three 10-day courses and one Satipaṭṭhāna Sutta course, have not been practising any other meditation techniques since last 10-day course, have been practising this technique of Vipassana for at least one year, are trying to maintain the five precepts in their daily lives, and trying to maintain daily practice.

Special 10-day Courses1. ଏହି କୌଶଳ କେବଳ ଗମ୍ଭୀର ପୁରାତନ ଛାତ୍ର ମାନଙ୍କ ପାଇଁ ଉନ୍ମମୁକ୍ତ ଅଟେ। ଯେଉ ମାନେ ଅତି କମରେ ଏକ ୧୦ ଦିବସ ପାଠ୍ୟକ୍ରମ ପୁରଣ କରିଥିବେ ଓ ଅତିକମରେ ୨ବର୍ଷ ଯାଏ ଦୈନିକ ଅଭ୍ୟାସ କରିଥିବେ।

The 14-Day Gratitude Course was previously called the Teacher's Self Course. One of the qualities we develop as we meditate is gratitude - gratitude towards one’s teachers, Goenkaji and Mataji, and towards the long tradition of Vipassana teachers, right back to the Buddha.

The course is open to old students who are active in giving service. Requirements include 3 x 10day courses plus one Satipaṭṭhāna course, being active in Dhamma service, trying to maintain two-hour daily practice since last 10-Day course, and trying to maintain the five precepts to the best of one's ability. Local teacher’s recommendation is required. The course follows the usual format of 3x group sittings with instructions in the day, but students work more independently and the teaching materials are drawn from the 20-day course. This is a half-way step to help students mature for long courses, and serves to inspire students to work more deeply in Dhamma.

20-day Courses are open only to serious Old Students committed to this technique who have completed a minimum of five 10-day courses , one Satipatthana Sutta course, given Dhamma Service at least one 10-day course, and have been practicing regularly for at least two years.

30-day Courses are open only to serious Old Students committed to this technique who have completed a minimum of six 10-day courses (one since their first 20-day course), one 20-day course, one Satipatthana Sutta course, and have been practicing regularly for at least two years.

45-day Courses are open only to persons involved in Dhamma Service and Assistant Teachers who have completed a minimum of seven 10-day courses (one since their first 30-day course), two 30-day courses, one Satipatthana Sutta course, and have been practicing regularly for at least three years.

60-day Coursesଏହା କେବଳ ଅନ୍ତର୍ଭୁକ୍ତ ଶିକ୍ଷକ ଓ ସହାୟକ ଶିକ୍ଷକ ମାନଙ୍କ ପାଇଁ ଉନ୍ମୁକ୍ତ ଅଟେ । ଯେଉଁମାନେ ୨ଟା ୪୫ ଦିବସୀୟ ପାଠ୍ୟକ୍ରମ ପୂରଣ କରିଥିବେ ଓ ପ୍ରତିବର୍ଷ ଅତିକମରେ ୪ଟି ପାଠ୍ୟକ୍ରମର , ସଂଚାଳନା କରିଥିବେ ।

୮ ରୁ ୧୨ ବର୍ଷ ବୟସ ର ସମସ୍ତ ଶିଶୁ ମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ହୋଇପାରେ , ଯେଉଁ ମାନେ ସାଧନା ଅଧୟନ କରିବାକୁ ଚାହିଁ ଥାନ୍ତି । ସେମାନଙ୍କ ଅଭିବାବକ ସାଧନା ପଠନରେ ସଂଯୁକ୍ତ ରହିଥିବା ବାଧ୍ୟତା ମୂଳକ ନୁହେଁ ।

Old Student Programs are similar to ଓଏସ କାର୍ଯ୍ୟ : ପୁରାତନ ଛାତ୍ର କାର୍ଯ୍ୟ କ୍ରମ ସେବା ଅବଧି ସହ ସମାନ ଅଟେ ।ଯେଉଁଠାରେ କେନ୍ଦ୍ରର ଯତ୍ନ , ନିର୍ମାଣ ଓ ଘରୋଇ କାର୍ଯ୍ୟ କ୍ରମ ପାଇଁ ପ୍ରଯୁଜ୍ୟ ଏକ ପ୍ରକାର କର୍ମ କରିବାର ପଦ୍ଧତି ଅଟେ,କିନ୍ତୁ ଏକ ଅଧିକ ପୂର୍ଣ ଓ ସୌଂରଚିତ କାର୍ଯ୍ୟ କ୍ରମ ଅଟେ । ସହାୟକ ଶିକ୍ଷକଙ୍କ ଓ ସଂଯୁକ୍ତ ସମିତି ଟ୍ରସ୍ଟ ସହିତ ମିଶିବାର ସୁଯୋଗ । ସମସ୍ତ ପୁରାତନ ଛାତ୍ରଙ୍କୁ ଭାଗନେବା ପାଇଁ ସ୍ଵାଗତ କରାଯାଉଅଛି । ପ୍ରତିଦିନ କାର୍ଯ୍ୟ କ୍ରମରେ ପ୍ରାତଃ ଓ ମସାଧନା ସମୟ ରେ ତିନୋଟି ସମୂହ ବୈଠକ ସମିଲ୍ଲଣୀ ହୁଏ ଓ ସନ୍ଧ୍ଯାରେ ଗୁରୁତ୍ଵ ପୂର୍ଣ ପ୍ରବଚନ ଓ ବାର୍ତା ର ଟେପ ଶୁଣାଯାଇଥାଏ ଯାହା ଏସ.ଏନ. ଗୋଏଙ୍କା ଙ୍କ ଦ୍ଵାରା ପୁରାତନ ଛାତ୍ର ମାନଙ୍କୁ ଦିଆ ଯାଇଥିଲା ।

Open Days ଉନ୍ମୁକ୍ତ ଦିବସ ସାଧନା ପାଠ୍ୟ କ୍ରମର ମନ୍ଧ୍ୟ ରେ ଖୋଲା ଯାଇଥାଏ । ବିପାସନା ସାଧନା ଓ କେନ୍ଦ୍ର ବିଷୟରେ ଜାଣିବା ପାଇଁ ସମସ୍ତଙ୍କୁ ଆମେ ଆମନ୍ତ୍ରଣ କରୁଅଛୁ ।

ସତିପଠନ ସୂତ୍ତ କାର୍ଯ୍ୟ କ୍ରମର କାର୍ଯ୍ୟସୂଚୀ ୧୦ ଦିବସୀୟ ପାଠ୍ୟକ୍ରମର କାର୍ଯ୍ୟ ସହିତ ସମାନ ଅଟେ । ମାତ୍ର ସତିପଠନ ସୂତ୍ତ ଓ ୧୦ ଦିବାସୀୟ ପାଠ୍ୟକ୍ରମ ମଧ୍ୟର ପାର୍ଥକ୍ଯ ଏହାକି ସନ୍ଧ୍ଯା କାଳୀନ ପ୍ରକାଶିତ ପ୍ରବଚନକୁ ଯତ୍ନ ପୂର୍ବକ ନିରକ୍ଷଣ କରାଯିବ । ଏହା ହେଉଛି ମୁଖ୍ୟ ବାର୍ତା ଯେଉଁଥିରେ ବିପାସନା ପାଠ୍ୟ କ୍ରମକୁ ସୂଚାରୁ ରୂପେ ବର୍ଣ୍ଣନା କରାଯାଇଛି । ଏହି ପାଠ୍ୟକ୍ରମକେବଳ ଗମ୍ଭୀର ପୁରାତନ ଛାତ୍ରମାଙ୍କ ପାଇଁ ଉପଲବ୍ଧ ଅଟେ । ଯେଉଁ ମାନେ ଅତିକମ୍ ରେ ୩ଟି ୧୦ଦିବସିୟ ପାଠ୍ୟକ୍ରମ ପୂରଣ କରିଥିବେ ଓ ଶେଷ ୧୦ ଦିବସିୟ ପାଠ୍ୟକ୍ରମ ପରଠାରୁ କୌଣସିବି ଅନ୍ୟ ସାଧନା କୌଶଳର ଅଭ୍ଯାସ କରୁନଥିବେ , ଅତିକମରେ ୧ବର୍ଷ ପାଇଁ ଏହି କୌଶଳ ର ଅଭ୍ଯାସ କରିବେ ଓ ଦୈନିକ ଅଭ୍ୟାସ କରିବାକୁ ଆନ୍ତରିକ ପ୍ରଚେଷ୍ଟା କରୁଥିବେ ଓ ନିଜର ଦୈନିକ ଜୀବନର ପାଞ୍ଚଟି ଉପଦେଶର ଅନୁସରଣ କରୁଥିବେ ।

ନିଜସ୍ଵ ପାଠ୍ୟକ୍ରମ : ପୁରାତନ ଛାତ୍ରଙ୍କ ପାଠ୍ୟ କ୍ରମରେ ୧୦ ଦିବସୀୟ ପାଠ୍ୟକ୍ରମର ସମାନ କାର୍ଯ୍ୟସୁଚି ଓ ନିଯମାବଳୀ ସହ ସମାନ ଅଟେ , ମାତ୍ର ଏହା ଅନ୍ତର ଅଟେ , ଏଠି କେହିବି ଶିକ୍ଷକ ନାହାନ୍ତି । ଏହି ପାଠ୍ୟକ୍ରମ ଗମ୍ଭୀର ପୁରାତନ ଛାତ୍ରମାନଙ୍କ ପାଇଁ ଉନ୍ମୁକ୍ତ ଅଟେ , ଯେଉଁମାନେ ଅତିକମରେ ୩ଟି ୧୦ ଦିବସୀୟ ପାଠ୍ୟକ୍ରମ ପୁରା କରିଥିବେ , ଓ ନିଜର ଶେଷ ୧୦ ଦିବସୀୟ ପାଠ୍ୟକ୍ରମ ପରେ କୌଣସିବି ଅନ୍ୟ ସାଧନା କୌଶଳର ଅଭ୍ଯାସ କରୁନଥିବେ ଓ ଅତିକମରେ ୧ ବର୍ଷ ପାଇଁ ଏହି କୌଶଳ ର ଦୈନିକ ଅଭ୍ୟାସ କରିବାକୁ ଆନ୍ତରିକ ପ୍ରଚେଷ୍ଟା କରୁଥିବେ ଓ ନିଜର ଦୈନିକ ଜୀବନର ପାଞ୍ଚଟି ଉପଦେଶର ଅନୁସରଣ କରୁଥିବେ ।

"ସେବା ସମୟ : କାର୍ଯ୍ୟ ସମୟ କେବଳ ବିଭିନ୍ନ ରକ୍ଷଣ , ନିର୍ମାଣ , ଗୃହ କାର୍ଯ୍ୟ ଓ ବଗିଚା ଓ ଅନ୍ୟନ୍ୟ ପରିକଳ୍ପନା କାର୍ଯ୍ୟ ପାଇଁ ନିୟୋଗ କରାଯିବ । ସବୁ ପୁରାତନ ଛତ୍ରମାନଙ୍କୁ ଯୋଗଦାନ ପାଇଁ ସାଦର ଅଭିନନ୍ଦନ । ପ୍ରତିଦିନ କାର୍ଯ୍ୟ ସୁଚି ୩ଟି ବୈଠକରେ ଅନ୍ତର୍ଭୁକ୍ତ , ଯେଉଁଥିରେ ସକାଳ ଓ ଅପରାହ୍ନର କାର୍ଯ୍ୟସୂଚୀ ଅନ୍ତର୍ଭୁକ୍ତ ଅଟେ । କିଛି ବିଶେଷ ସନ୍ଧ୍ୟାରେ Tape ଦ୍ଵାରା ଏସ.ଏନ.ଗୋଏଙ୍କା ଙ୍କ ବାଣୀ ଓ ନିୟମାବଳି ପୁରାତନ ଛାତ୍ର ମାନଙ୍କ ପାଇଁ ଉପଲବ୍ଧ ହୋଇଥାଏ ।"

କିଶୋର - ଶୈଶବ ଅନପାନ: ୧୩-୧୮ ବର୍ଷ ଆୟୁର ଓ ଭିନ୍ନ ଭିନ୍ନ ଆୟୁ ବର୍ଗର କିଶୋରଙ୍କ ଅନପାନ ପାଠ୍ୟକ୍ରମ ଉପଲବ୍ଧ ଅଟେ । ଯେଉଁ ମାନଙ୍କର ମତା , ପିତା ଓ ଅଭିଭାବକ ମାନଙ୍କୁ ବିପସନା ସାଧନା କରିବାର କୌଣସିବି ଆବଶ୍ୟକତା ନହିଁ ।