ପାଠ୍ୟକ୍ରମ


କେନ୍ଦ୍ର    
ଅଣ-କେନ୍ଦ୍ର (ଗୁଡିକ)


ଦେଖାଉଛି | କୁ ଫଳାଫଳ — ଶ୍ରେଷ୍ଠ ୧୦୦ ରୁ ଅଧିକ ଫଳାଫଳ ଦେଖିବାକୁ ଦୟାକରି ସନ୍ଧାନକୁ ବିଶୋଧନ କରନ୍ତୁ |
କୌଣସି ରେକର୍ଡ ମିଳିଲା ନାହିଁ | ଦୟାକରି ସନ୍ଧାନ ମାନଦଣ୍ଡକୁ ସଂଶୋଧନ କରନ୍ତୁ ଏବଂ ସନ୍ଧାନକୁ ପୁନଃ ପଠାନ୍ତୁ |

10-day Courses ବିପାସନା ସାଧନା ପାଇଁ ଏକ ପରିଚୟ ଯୁକ୍ତ ଆରଂଭିକ ପାଠ୍ୟକ୍ରମ ଅଟେ । ଯେଉଁଠାରେ ପାଠ୍ୟକ୍ରମର କୌଶଳଟିକୁ ପ୍ରତି ଦିନ କିଛି କିଛି କୌଶଳଯୁକ୍ତ ପଦ୍ଧତ୍ତି ରେ ସିଖାଯାଇଥାଏ । ପାଠ୍ୟ କ୍ରମଟି ୨ ରୁ ୪ ଟା ମନ୍ଧ୍ୟରେ ପଞ୍ଜୀକୃତ ଅବଧି ଓ ଅଭ୍ଯାସ ପରେ ଆରମ୍ଭ ହୋଇଥାଏ । ଏହାପରେ ୧୦ ଦିବସ ସାଧନା ପାଇଁ ପ୍ରଯୁଜ୍ୟ ରଖା ଯାଇଥାଏ ଓ ୧୧ ଦିବସ ସକାଳ ୭.୩୦ ରେ ସମାପ୍ତ ହୋଇଥାଏ ।

Old students are those who have completed a 10-day Vipassana Meditation course with S.N. Goenka or his Assistant Teachers. Old students have the opportunity to provide Dhamma Service at the courses listed.

"

Children's Courses ୮ ରୁ ୧୨ ବର୍ଷ ବୟସ ର ସମସ୍ତ ଶିଶୁ ମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ହୋଇପାରେ , ଯେଉଁ ମାନେ ସାଧନା ଅଧୟନ କରିବାକୁ ଚାହିଁ ଥାନ୍ତି । ସେମାନଙ୍କ ଅଭିବାବକ ସାଧନା ପଠନରେ ସଂଯୁକ୍ତ ରହିଥିବା ବାଧ୍ୟତା ମୂଳକ ନୁହେଁ ।

୧୩ ରୁ ୧୮ ବର୍ଷ ବୟସ ର ସମସ୍ତ ଶିଶୁ ମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ହୋଇପାରେ , ଯେଉଁ ମାନେ ସାଧନା ଅଧୟନ କରିବାକୁ ଚାହିଁ ଥାନ୍ତି । ସେମାନଙ୍କ ଅଭିବାବକ ସାଧନା ପଠନରେ ସଂଯୁକ୍ତ ରହିଥିବା ବାଧ୍ୟତା ମୂଳକ ନୁହେଁ ।

"

10-day Executive Courses are an introductory course to Vipassana Meditation especially for business executives and government officials where the technique is taught step-by-step each day. For more information please visit the Executive course website. The courses begin after a 2-4 pm registration period and orientation, followed by 10 full days of meditation, and end the morning of the 11th day by 7:30am.